ଖିଦୁ ମାର୍ଣ୍ଡିଙ୍କ ତରଫରୁ ଆପଣଙ୍କୁ
ନବବର୍ଷର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ
ଶୁଭ ନବବର୍ଷ ୨୦୧୯
ନା କେଉଁ ଦୁଃଖ ରହୁ
ନା ବିଡମ୍ବନା
ନା ରହୁ ଈର୍ଷା, ସ୍ଵାର୍ଥ, ଅହଂ ଭାବନା
ସଦା ଝରି ପଡୁ ତୁମ ପାଦରେ ସୁଖର ଝରଣା
ନୂଆ ବର୍ଷରେ ମୋର ଏତିକି କାମନା
ପୁରୁଣା ବର୍ଷ ଆଉ ମାତ୍ର କିଛି କ୍ଷଣରେ ସରିବ
ଜାଣେ
ନୂଆ ବର୍ଷ ତୁମ ପାଇଁ ଅନେକ ଖୁସି ଆଣିବ
ଗ୍ରହଣ କର ଏ ମୋ ଛୋଟିଆ ଉପହାରଟି
ନ ହେଲେ ଏ ମଉକା ଗୋଟେ ବର୍ଷ ପରେ ଆସିବ
ତୁମେ ମୋ ପାଖରେ ନ ରୁହ ପଛେ
ମନରେ ରହୁଛ
ସେଥି ପାଇଁ ତ ଅନେକ ଯାତନା ଯେ ସହୁଛି
କାଳେ ତୁମେ ଆଗୁଆ ଅଭିନନ୍ଦନ ଜଣାଇଦେବ
ସେଥିପାଇଁ ତୁମକୁ ମୁଁ ନୂଆ ବର୍ଷର ଅଭିନନ୍ଦନ ଜଣାଉଛି
